Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ତୋ କୋଳ ମୋର
ତୋ କୋଳ ମୋର
★★★★★

© Sasmita Acharya

Others

1 Minutes   6.9K    4


Content Ranking

ତୋ କୋଳ ମୋର

ସୁଖର ଶେଯ ମାଆ

ଲୋଡା ନାହିଁ ଆଉ କିଛି

ତୋ ପଣତ ମୋର

ବିଶ୍ଵାସର ଛାତ

ପାହି ଦେବି ସବୁ ରାତି ||

ତୋ ଚରଣ ଧୂଳି

ଅମୂଲ ମୂଲ ମାଆ

ମଥାରେ ମୋ ବୋଳୁଥିବି

ତୋ ଭାବେ ମୋର

ଯାଉ ଏ ଜୀବନ

ଜନ୍ମେ ଜନ୍ମେ ମାଗୁଥିବି||

କୋଳ ଶେଯ ଚରଣ

Rate the content


Originality
Flow
Language
Cover design

Comments

Post

Some text some message..