Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Inspirational

3  

Padmalaya Mishra

Inspirational

ମନ୍ଦାର

ମନ୍ଦାର

1 min
7K


ରୂପ କମନୀୟ ପ୍ରଭୁ ପାଦେ ଲୟ

କି ଗୁଣ କହିବି ତୋର

ବିଧାତାର ସୃଷ୍ଟି ବିଭୁ ପାଶେ ଦୃଷ୍ଟି

ଏମିତି ଅଟୁ ମନ୍ଦାର ।

ଦେବୀ ମସ୍ତକରେ ଟାହିଆ ରୂପରେ

ଶୋଭା ପାଏ କଳେବର

କୁଶଳୀ ଶିଳ୍ପୀର କାର୍ଯ୍ୟ ମନୋହର

ବିଭିନ୍ନ ରଙ୍ଗ ମନ୍ଦାର ।


ଧବଳ ଗୋଲାପୀ ଝୁଲ ଗୁଚ୍ଛ ରୂପୀ

ରକତ ଜବା ସୁନ୍ଦର

ମନ୍ଦାର ମାଳିନୀ ହୁଅନ୍ତି ଭବାନୀ

ଆପାଦଶିରେ ମନ୍ଦାର ।।।


ପଦ୍ମାଳୟା


Rate this content
Log in

Similar oriya poem from Inspirational