ତୁ ଆଉ ମୁଁ
ତୁ ଆଉ ମୁଁ
ଦୁନିଆର ସବୁ ରଙ୍ଗ
ମିଶିଗଲେ ଯେବେ,
ଆଖିରେ କଜଳ କରି
ପିନ୍ଧିନେଲି ତେବେ !
ମୋ ଆଖି କଜଳ ଗାର
ଚୁମିଲୁ ତୁ ଭାବେ,
ସାରା ଦେହେ କଳା ପିଇ
ରଙ୍ଗିଗଲୁ ସେବେ !
ନିନ୍ଦା ଅପବାଦ ମୋତେ
ଯେତେ ଦେଲେ ସର୍ବେ,
ପ୍ରେମେ ତୋର ବନ୍ଧା ମୁହିଁ
ଛାଡ଼ିବିନି କେବେ !
ହେଲେ , ତୁ ?? .....
ଦୁନିଆର ସବୁ ରଙ୍ଗ
ମିଶିଗଲେ ଯେବେ,
ଆଖିରେ କଜଳ କରି
ପିନ୍ଧିନେଲି ତେବେ !
ମୋ ଆଖି କଜଳ ଗାର
ଚୁମିଲୁ ତୁ ଭାବେ,
ସାରା ଦେହେ କଳା ପିଇ
ରଙ୍ଗିଗଲୁ ସେବେ !
ନିନ୍ଦା ଅପବାଦ ମୋତେ
ଯେତେ ଦେଲେ ସର୍ବେ,
ପ୍ରେମେ ତୋର ବନ୍ଧା ମୁହିଁ
ଛାଡ଼ିବିନି କେବେ !
ହେଲେ , ତୁ ?? .....