Audio

Forum

Read

Contests

Language


Write

Sign in
Wohoo!,
Dear user,
।। ସକାଳର ଭାବନା ।।
।। ସକାଳର ଭାବନା ।।
★★★★★

© Ashutosh Meher

Fantasy

6 Minutes   6.8K    8


Content Ranking

ସକାଳ ପାହିଲେ, 

ସୁଶୀତଳ ମଳୟରେ

ସୁବାସିତ ଫୁଲର

ଭୁରୁଭୁରୁ ବାସ୍ନାରେ

ଯେମିତି କମନୀୟ ଲାଗେ;

ତା'ଠାରୁ 

ବେଶୀ ଭଲ ଲାଗେ

ବଂଧୁ ଆପଣଙ୍କ

ମନର ମହନୀୟତା

ସୁନ୍ଦର ଭାବନା

ଏବଂ ସୁଶୋଚନାର

ମହକଭରା ଶୁଭେଚ୍ଛା ବାର୍ତ୍ତାରେ

ଦିନର ଆୟାରମ୍ଭ ଯେବେ ହୁଏ।।

** ସମାପ୍ତ**

ମଳୟ ବାସ୍ନା ସୁନ୍ଦର

Rate the content


Originality
Flow
Language
Cover design

Comments

Post


Some text some message..