Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରଭୁ
ପ୍ରଭୁ
★★★★★

© Prasanta Bhunya

Inspirational

1 Minutes   6.6K    6


Content Ranking

ତୋ ଗୁଣ୍ଡିଚାକୁ ମୋ ବାହୁଡ଼ା

ମାଉସୀମାକୁ ତୁ, ମୋ ଘର ଫେରା;

କରିବୁ ଯାତ ତୁ ସରିଲା ମୋର

ଚାଲିବ ଉତ୍ସବ ଥରକୁ ଥର;

ଚାରିଦିନ ମୋର ନଦିନ ତୋର

ଫେରିଲି ନକରି ପତ୍ନୀରେ ଛଳ;

ଲକ୍ଷ୍ମୀ ଠାକୁରାଣୀ ଜଗା ଜଗିଛି

ଜଗିଛି ଭକତ ପୃଥ୍ୱୀ ଜଗିଛି ||

-ପ୍ରଭୂ

ପ୍ରଭୁ ଗୁଣ୍ଡିଚା ଲକ୍ଷ୍ମୀ

Rate the content


Originality
Flow
Language
Cover design

Comments

Post


Some text some message..