ବାର୍ତ୍ତାଟିଏ
ବାର୍ତ୍ତାଟିଏ
1 min
6.6K
ସୁନ୍ଦର ପରିବେଶ
ନିରାମୟ ଜୀବନ
ସୁପ୍ରଭାତ ଭ୍ରମଣ
ଶରୀର ପାଇଁ ହିତକର
ନିୟମିତ ଯୋଗ ସାଧନା
ଶରୀର ରୋଗ ମୁକ୍ତ ପରା
ଜୀବନକୁ ଗଢି ତୋଳିବା
ସରସ ଆଉ ସୁନ୍ଦର
ଜୀବନରେ ମଙ୍ଗଳ କାର୍ଯ୍ୟ
ସମାଜ ତଥା ଜାତିର କଲ୍ୟାଣ....
ପ୍ରମିଳା ସାହୁ