Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pallabini Acharya

Inspirational

3.2  

Pallabini Acharya

Inspirational

ସଂଘର୍ଷର ତଳେ ତଳେ

ସଂଘର୍ଷର ତଳେ ତଳେ

1 min
1.5K


ସଂଘର୍ଷର ତାଳେ ତାଳେ 

ଜୀବନ ନାଚୁଛି,

ଅସରନ୍ତି କର୍ମରେ

ସମୟ ବିତୁଛି,

ଚତୁର୍ଦ୍ଦିଗ ଆଲୋକିତ କରି ଏ ଦୁନିଆ,

ତଥାପି,

ଅନ୍ଧାରେ ଝୁଣ୍ଟି ହିଁ ଚାଲିଛି;

ମନ ମୋ ଆନ୍ଦୋଳିତ

ହୃଦୟ ବିବ୍ରତ !

କିନ୍ତୁ,

ଆତ୍ମା ମୋ 

ଅନନ୍ତର ଯାତ୍ରା ଯେ ଚାଲିଛି ...


Rate this content
Log in

Similar oriya poem from Inspirational