Audio

Forum

Read

Contests

Language


Write

Sign in
Wohoo!,
Dear user,
ସଂଘର୍ଷର ତଳେ ତଳେ
ସଂଘର୍ଷର ତଳେ ତଳେ
★★★★★

© Pallabini Acharya

Inspirational

1 Minutes   1.4K    8


Content Ranking

ସଂଘର୍ଷର ତାଳେ ତାଳେ 

ଜୀବନ ନାଚୁଛି,

ଅସରନ୍ତି କର୍ମରେ

ସମୟ ବିତୁଛି,

ଚତୁର୍ଦ୍ଦିଗ ଆଲୋକିତ କରି ଏ ଦୁନିଆ,

ତଥାପି,

ଅନ୍ଧାରେ ଝୁଣ୍ଟି ହିଁ ଚାଲିଛି;

ମନ ମୋ ଆନ୍ଦୋଳିତ

ହୃଦୟ ବିବ୍ରତ !

କିନ୍ତୁ,

ଆତ୍ମା ମୋ 

ଅନନ୍ତର ଯାତ୍ରା ଯେ ଚାଲିଛି ...

ଜୀବନ ସମୟ ଝୁଣ୍ଟି

Rate the content


Originality
Flow
Language
Cover design

Comments

Post


Some text some message..