Audio

Forum

Read

Contests

Language


Write

Sign in
Wohoo!,
Dear user,
ଅବହେଳିତ କନ୍ୟା
ଅବହେଳିତ କନ୍ୟା
★★★★★

© Pramila Sahoo

Others

1 Minutes   6.9K    2


Content Ranking

ଦୀପର ସଳିତାପରି ଜଳି
ଆଲୋକ ଦିଏ ଦିନରାତି
ଦିନପରେ ରାତି ଯାଉଛି ବିତି
ମିଳୁନାହିଁ କନ୍ୟାର ମୁକତି
ନିତିକରନ୍ତି ଅନେକ କଷଣ
ଶେଷ କେବେ ଏହି ସମୟ
ଜନନୀ, ଭଗନୀ,ସ୍ତ୍ରୀ ରୂପେ
ସେବା ପ୍ରଦାନ ସବୁବେଳେ
ପାଠପଢ଼ି ଏ ମହାନ ସମାଜ
ମିଳୁନାହିଁ କନ୍ୟା ପ୍ରତି ସମ୍ମାନ
ସବୁଆଡେ଼ ଖୋଜେ ସୁରକ୍ଷା ସ୍ଥାନ
ସମାଜରେ ନାହିଁକି ଅଧିକାରୀ
ନିଜ ଲୁହକୁ ପିଅନ୍ତି ନିତିଦିନିଆ
ହସଖୁସି ଦିଅନ୍ତି ସବୁଦିନିଆ
ସଭିଏଁ ତା ପାଇଁ ସମାନ
ସମସ୍ତକୁ କରେ ସେହ୍ନ,ପ୍ରେମ ଆଦର.......
ପ୍ରମିଳା ସାହୁ

ଅବହେଳିତ କନ୍ୟା

Rate the content


Originality
Flow
Language
Cover design

Comments

Post


Some text some message..