Audio

Forum

Read

Contests

Language


Write

Sign in
Wohoo!,
Dear user,
ତୁମକୁ ଦେଖିଲା ପରେ
ତୁମକୁ ଦେଖିଲା ପରେ
★★★★★

© Pramila Sahoo

Romance Others

1 Minutes   6.5K    3


Content Ranking

ତୁମକୁ ଦେଖିଲା ପରେ

ମନ ହୋଇଗଲା ଚୋରି

ହୃଦୟ ବୁଝି ଆଗରୁ

ତୁମକୁ କରିନେଲା ନିଜର

ଛୋଟ ଏକ ହୃଦୟରେ

ତୋଳି ନେଲା ଏକ ନଅର

ତୁମେ ହସିଲେ ଲାଗେ

ମୁକ୍ତା ଝରିଲା ପରି

ତୁମେ ଥିଲେ ପାଶେ ମୋର

ସବୁ ଋତୁ ଲାଗେ ଫଗୁଣ

ତୁମେ ମୋର ଭାଗ୍ୟ

ତୁମ ପାଇଁ ଏଇ ମୋ ଜୀବନ

ତୁମେ ଥିଲେ ପାଶେ ମୋର

ଭୁଲି ଯାଏ ସବୁ ଦୁଃଖ କଷ୍ଟ........

ହୃଦୟ ମୁକ୍ତା ଦୁଃଖ

Rate the content


Originality
Flow
Language
Cover design

Comments

Post


Some text some message..