Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Sahoo

Romance Others

2  

Pramila Sahoo

Romance Others

ତୁମକୁ ଦେଖିଲା ପରେ

ତୁମକୁ ଦେଖିଲା ପରେ

1 min
6.6K


ତୁମକୁ ଦେଖିଲା ପରେ

ମନ ହୋଇଗଲା ଚୋରି

ହୃଦୟ ବୁଝି ଆଗରୁ

ତୁମକୁ କରିନେଲା ନିଜର

ଛୋଟ ଏକ ହୃଦୟରେ

ତୋଳି ନେଲା ଏକ ନଅର

ତୁମେ ହସିଲେ ଲାଗେ

ମୁକ୍ତା ଝରିଲା ପରି

ତୁମେ ଥିଲେ ପାଶେ ମୋର

ସବୁ ଋତୁ ଲାଗେ ଫଗୁଣ

ତୁମେ ମୋର ଭାଗ୍ୟ

ତୁମ ପାଇଁ ଏଇ ମୋ ଜୀବନ

ତୁମେ ଥିଲେ ପାଶେ ମୋର

ଭୁଲି ଯାଏ ସବୁ ଦୁଃଖ କଷ୍ଟ........


Rate this content
Log in