ଜୀବନ
ଜୀବନ
1 min
6.9K
ଜୀବନ
ଜୀବନ ମରୁରେ ଜିଇଁଛି ଜିଇଁବି
ତୃଷ୍ଣାର କଷ୍ଟକୁ ତଥାପି ସହିବି,
ମରିଚିକା ପରି ତୁମେ ଉଭାହେଲେ
ମରିଯିବି ମୁଁ ମରିଯିବି ।
*****