Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Acharya

Others

2  

Sasmita Acharya

Others

ତୁ ସ୍ମୃତିଟିଏ ହେଇ ଥାଆ

ତୁ ସ୍ମୃତିଟିଏ ହେଇ ଥାଆ

1 min
7.1K


ତୁ ସ୍ମୃତିଟିଏ ହେଇ ଥାଆ

ସ୍ବପ୍ନ ମୋର ଲୋଡ଼ା ନାହିଁ

ସ୍ମୃତିରେ ମହକ କେତେ

ସେକଥା ତୁ ବୁଝିବୁ କାହିଁ ||

ସୁଖ ଟିକେ ମିଳିଗଲେ

ପୁରା ହୁଏ ତୋ ସ୍ବପ୍ନ

ବିନା ସ୍ବପ୍ନରେ ସୁଖ

ମିଳେ ମୋତେ ରାତିଦିନ ||


Rate this content
Log in