Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ତୁ ସ୍ମୃତିଟିଏ ହେଇ ଥାଆ
ତୁ ସ୍ମୃତିଟିଏ ହେଇ ଥାଆ
★★★★★

© Sasmita Acharya

Others

1 Minutes   7.0K    6


Content Ranking

ତୁ ସ୍ମୃତିଟିଏ ହେଇ ଥାଆ

ସ୍ବପ୍ନ ମୋର ଲୋଡ଼ା ନାହିଁ

ସ୍ମୃତିରେ ମହକ କେତେ

ସେକଥା ତୁ ବୁଝିବୁ କାହିଁ ||

ସୁଖ ଟିକେ ମିଳିଗଲେ

ପୁରା ହୁଏ ତୋ ସ୍ବପ୍ନ

ବିନା ସ୍ବପ୍ନରେ ସୁଖ

ମିଳେ ମୋତେ ରାତିଦିନ ||

ତୁ ସ୍ମୃତି ସ୍ବପ୍ନ

Rate the content


Originality
Flow
Language
Cover design

Comments

Post

Some text some message..