Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj Dalbehera

Inspirational

3  

Manoj Dalbehera

Inspirational

ସମୟର ଉତ୍ତରଣ

ସମୟର ଉତ୍ତରଣ

1 min
7K


ଚାଲ ଚାଲିବା

ବହୁ ଦୂର ଯିବା

ସମ୍ପର୍କର ସଂକୀର୍ଣ୍ଣ ଅର୍ଗଳିରେ

ଭରସାର ମଶାଲ ଧରି ....

ଚାଲ ହଜିଵା ଶିଶୁର ହସରେ,

ଫୁଲର ବାସରେ,

ଭ୍ରମରର ରାସରେ

ଯେଉଁଠି ଜୀବନର ଉତ୍ତରଣ

ଅଭାବିତ ପ୍ରାପ୍ତିରେ;

ଚାଲନା ଚାଲିବା

ଆଗକୁ ବଢ଼ିବା,

ସମୟର ପରିବର୍ତ୍ତନରେ

ମୈତ୍ରୀର ନୂଆ

ମନ୍ତ୍ରଟିଏ ଉଚ୍ଚାରିଵା ...


Rate this content
Log in

Similar oriya poem from Inspirational