ସବୁଥାଇ ବି ଅନାଥ
ସବୁଥାଇ ବି ଅନାଥ
ମଙ୍ଗଳ ଆଳତୀ ବେଳ ଗଡ଼ିଯାଏ
ଅନାଥକୁ ରାହା ଦେଖା ଯାାଏନି।
ଅନାଥ ବୋଲି ମୁଁ କାହାକୁ ଭାବିିିବି
ସବୁ ଥାଇକି ବିିି ଅନାଥ ମୁହିଁଁ।
ବୋଉ ବାପା ବନ୍ଧୁ ହରାଇବ ଯିଏ
କହୁ ସିନା ଆମେ ତାକୁ ଅନାଥ।
ଦୁୁୁନିଆରେ କେତେ ଏମିତି ଅଛନ୍ତି
ସବୁ ଥାଇକି ବି ବଡ଼ ଅନାଥ।
ମଙ୍ଗଳ ଆଳତୀ ବେଳ ଗଡ଼ିଯାଏ
ଅନାଥକୁ ରାହା ଦେଖା ଯାାଏନି।
ଅନାଥ ବୋଲି ମୁଁ କାହାକୁ ଭାବିିିବି
ସବୁ ଥାଇକି ବିିି ଅନାଥ ମୁହିଁଁ।
ବୋଉ ବାପା ବନ୍ଧୁ ହରାଇବ ଯିଏ
କହୁ ସିନା ଆମେ ତାକୁ ଅନାଥ।
ଦୁୁୁନିଆରେ କେତେ ଏମିତି ଅଛନ୍ତି
ସବୁ ଥାଇକି ବି ବଡ଼ ଅନାଥ।