Audio

Forum

Read

Contests

Language


Write

Sign in
Wohoo!,
Dear user,
ଫେରିଆ ମୋ ଅଭିମାନି ପ୍ରିୟା
ଫେରିଆ ମୋ ଅଭିମାନି ପ୍ରିୟା
★★★★★

© Bharat Meher

Others Romance

1 Minutes   1.2K    4


Content Ranking

କୁଆଡେ ଗଳ ଗୋ ପ୍ରିୟା ମୋର

ତୁମବିନେ ପଗଳ ପରି ଜୀଉଁଛି

ତୁମ କଥା ଭାବି ଆଖିରେ ମୋ

ଲୁହ ଧାର ଖାଲି ଆଜି ବହୁଛି

ଭାବି ଦେଲେ ସେ ଦିନ ପିରତି

ହ୍ଠଦୟ ମୋ ଖାଲି ଜଲି ଯାଉଛି ||


ଉଁଆସ ରାତିର ସେ ଚୋରା ପିରତି

ମରମେ ମରମେ ହ୍ଠଦୟ କାନ୍ଦୁଛି

ତୁମ ଛବି ଅଜି ଦେଖି ମୁଁ ଜୀଉଁଛି

ସାରା ରାତି ଖାଲି ଚେଇଁରହୁଛି

କୁଆଡେ ଗଲ ଗୋ ଅଭିମାନି ପ୍ରିୟା

ତୁମ ବିନେ ଖାଲି ଖାଲି ଲାଗୁଛି।

ପ୍ରିୟା ଫେରିଆ ମୋ ଅଭିମାନି ପ୍ରିୟା ହ୍ଠଦୟ

Rate the content


Originality
Flow
Language
Cover design

Comments

Post


Some text some message..