Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others

5.0  

Disambar Meher

Others

ତୁମେ ଆସିବ କେବେ

ତୁମେ ଆସିବ କେବେ

1 min
187


ମୁହଁ ମୋଡି ଚାଲିଗଲ

ବୁଝିଲନି ମୋ ମନ କଥା

ତୁମ ଅନ୍ତେ କେମିତି ବଞ୍ଚିବି

ହୃଦେ ସୃଷ୍ଟି ହୁଏ ବ୍ଯଥା ।

ମନେ ପଡିଗଲେ ପୁରୁଣା ସ୍ମୃତି

ବୋହିଯାଏ ଲୁହର ଝରଣା

ଭଲ ପାଇବାର ଏ କି ଦଣ୍ତ

ମିଳୁଛି ଦୁଃଖର ପାଉଣା ।

ତୁମେ ଆସୁଥିଲେ ଚାଲି

ଶୁଭୁଥିଲା ପାଉଁଚିର ଶବ୍ଦ

ତୁମେ ଆଜି କରିଦେଲ ଏକା

ଜୀବନଟା ହେଇଗଲା ନିଶବ୍ଦ ।

ବିରହ ଯନ୍ତ୍ରଣାରେ ହୃଦୟ

ବାହୁନି ବାହୁନି କାନ୍ଧୁଛି

ଯନ୍ତ୍ରଣାକୁ ଚାପି ତଥାପି

ତୁମରି ବାଟକୁ ଅନେଇ ବସିଛି ।


ଡିସମ୍ୱର ମେହେର

ନୂଆପଡା



Rate this content
Log in