Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା- ୧୬୦
ଜୀବନ ଗୀତା- ୧୬୦
★★★★★

© Geeta Sarangi

Others

1 Minutes   6.4K    1


Content Ranking

ଜୀବନ ଗୀତା- ୧୬୦ 

ଜୀବନ ଅତି ସାଧାରଣ
ପୁଣି ଅତି ଅସାଧାରଣ ॥୦॥

ଜୀବନରେ କର୍ମ ଏକା ସାର
କର୍ମ ପାଇଁ ପୂଜାପାଏ ନର
ସୁକର୍ମ କୁକର୍ମ
ଦୁଇଗୋଟି ବର୍ମ
ସୁକର୍ମକୁ ଆପଣାଇ
ଦର୍ଶାଏ ମାନବିକ ଗୁଣ ॥୧॥

କୁକର୍ମର ପଥପରେ ପାଦ
ଦେଲେ ପାଏ ନିନ୍ଦା ଅପବାଦ
ମାନବ ଧରମ
ଅଟଇ କରମ
ସୁକର୍ମ ପଥରେ ଚଳି
ମାନବ ତ ଅସାଧାରଣ ॥୨॥

ଜୀବନ ଗୀତା

Rate the content


Originality
Flow
Language
Cover design

Comments

Post


Some text some message..