Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୬୦

ଜୀବନ ଗୀତା- ୧୬୦

1 min
6.4K


ଜୀବନ ଗୀତା- ୧୬୦ 

ଜୀବନ ଅତି ସାଧାରଣ
ପୁଣି ଅତି ଅସାଧାରଣ ॥୦॥

ଜୀବନରେ କର୍ମ ଏକା ସାର
କର୍ମ ପାଇଁ ପୂଜାପାଏ ନର
ସୁକର୍ମ କୁକର୍ମ
ଦୁଇଗୋଟି ବର୍ମ
ସୁକର୍ମକୁ ଆପଣାଇ
ଦର୍ଶାଏ ମାନବିକ ଗୁଣ ॥୧॥

କୁକର୍ମର ପଥପରେ ପାଦ
ଦେଲେ ପାଏ ନିନ୍ଦା ଅପବାଦ
ମାନବ ଧରମ
ଅଟଇ କରମ
ସୁକର୍ମ ପଥରେ ଚଳି
ମାନବ ତ ଅସାଧାରଣ ॥୨॥


Rate this content
Log in