Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୦୪

ଜୀବନ ଗୀତା- ୧୦୪

1 min
6.8K


ଜୀବନ ଗୀତା- ୧୦୪ 

ଜୀବନର ଯେତେ ଛବି
ଶବ୍ଦରେ ଶବ୍ଦରେ ଗଢା
ମୂଲ କିଏ ଦେବ ତାକୁ
ନହୁଏ ଯଦି ସେ ପଢା ॥୦॥

ଜୀବନ କେବେ ଉଦାର
କେବେପୁଣି ଦାବିଦାର
କେବେ ଆଲୋକ ଉଜ୍ଜଳ
କେବେପୁଣି ଅନ୍ଧକାର
ଯେତେ ପଢିଲେ ଜୀବନ
ତଥାପି ରହେ ଅପଢା ॥୧॥

ତା ଉପରେ ଆଲୋଚନା
କେତେ ଯେ ସମାଲୋଚନା
ତଥାପି ଦୁର୍ବୋଧ୍ୟ ଯେତେ
ହେଉବା ପର୍ଯ୍ୟାଲୋଚନା
ଜୀବନ ଏମିତି ପାଠ
ଯେତେ ପଢିଲେ ଅପଢା ॥୨॥


Rate this content
Log in