Audio

Forum

Read

Contests

Language


Write

Sign in
Wohoo!,
Dear user,
ବର୍ଷା ତୁମେ ଯେ କେତେ ଆପଣାର ,
ବର୍ଷା ତୁମେ ଯେ କେତେ ଆପଣାର ,
★★★★★

© Ram Prasad Bisoi

Others

1 Minutes   1.3K    4


Content Ranking

ବର୍ଷା ତୁମେ ଯେ କେତେ ଆପଣାର ,
କେବେ ଆସ କେବେ ଫେରିଯାଅ,
କେବେ ତୁମେ ଅବିରାମ ବରଷି ଯାଅ
ବର୍ଷା ତୁମେ ଯେ କେତେ ଆପଣାର--------!
କିଏ କହେ ତୁମକୁ ପ୍ରବଞ୍ଚକ,
କିଏ କହେ କାଦୁଅ ଛିଟା ପାଣିର ପଙ୍କ
ମୋ ପାଇଁ କିନ୍ତୁ ବର୍ଷା 
ତୁମେ ଅବିରାମ କବିତାର ଝଡ଼,
ବର୍ଷା ତୁମେ,
ଅବିରାମ କବିତାର ଝଡ଼
ତୁମେ ଯେ କେତେ ଆପଣାର-----!!
©®କାଶ୍ୟପ,ରାୟଗଡା ।

ବର୍ଷା ତୁମେ ଯେ କେତେ ଆପଣାର

Rate the content


Originality
Flow
Language
Cover design

Comments

Post


Some text some message..