ବର୍ଷା ତୁମେ ଯେ କେତେ ଆପଣାର ,
ବର୍ଷା ତୁମେ ଯେ କେତେ ଆପଣାର ,
1 min
1.3K
ବର୍ଷା ତୁମେ ଯେ କେତେ ଆପଣାର ,
କେବେ ଆସ କେବେ ଫେରିଯାଅ,
କେବେ ତୁମେ ଅବିରାମ ବରଷି ଯାଅ
ବର୍ଷା ତୁମେ ଯେ କେତେ ଆପଣାର--------!
କିଏ କହେ ତୁମକୁ ପ୍ରବଞ୍ଚକ,
କିଏ କହେ କାଦୁଅ ଛିଟା ପାଣିର ପଙ୍କ
ମୋ ପାଇଁ କିନ୍ତୁ ବର୍ଷା
ତୁମେ ଅବିରାମ କବିତାର ଝଡ଼,
ବର୍ଷା ତୁମେ,
ଅବିରାମ କବିତାର ଝଡ଼
ତୁମେ ଯେ କେତେ ଆପଣାର-----!!
©®କାଶ୍ୟପ,ରାୟଗଡା ।