Audio

Forum

Read

Contests

Language


Write

Sign in
Wohoo!,
Dear user,
ମା’ ମଙ୍ଗଳା
ମା’ ମଙ୍ଗଳା
★★★★★

© Chittaranjan Lenka

Inspirational Abstract Others

1 Minutes   1.3K    5


Content Ranking

ଘେନ ମୋ ପ୍ରଣତି  ଶରଣ ପଶୁଛି

ଦୟାମୟୀ ମା’ ମଙ୍ଗଳା

ବିକଳରେ ତୋତେ  ଡାକ ପକାଇଲେ

ଉଦ୍ଧାରୁ ବୁଡିବା ଭେଳା


ସେଥିପାଇଁ ପ୍ରତି  ଗ୍ରାମରେ ବସିଛୁ

ଗ୍ରାମ ଦେବୀ ରୂପ ନେଇ

ତୋତେ ନ ଡାକି  ଯେ ଅନ୍ୟକୁ ଡାକୁଛି

ସଙ୍କଟ ଟଳିବ ନାହିଁ|



ଚିତ୍ତ ରଞ୍ଜନ ଲେଙ୍କା (କଟକ)©

ମା’ମଙ୍ଗଳା ସଙ୍କଟ ଗ୍ରାମଦେବୀ

Rate the content


Originality
Flow
Language
Cover design

Comments

Post


Some text some message..