ମା’ ମଙ୍ଗଳା
ମା’ ମଙ୍ଗଳା
ଘେନ ମୋ ପ୍ରଣତି ଶରଣ ପଶୁଛି
ଦୟାମୟୀ ମା’ ମଙ୍ଗଳା
ବିକଳରେ ତୋତେ ଡାକ ପକାଇଲେ
ଉଦ୍ଧାରୁ ବୁଡିବା ଭେଳା
ସେଥିପାଇଁ ପ୍ରତି ଗ୍ରାମରେ ବସିଛୁ
ଗ୍ରାମ ଦେବୀ ରୂପ ନେଇ
ତୋତେ ନ ଡାକି ଯେ ଅନ୍ୟକୁ ଡାକୁଛି
ସଙ୍କଟ ଟଳିବ ନାହିଁ|
ଚିତ୍ତ ରଞ୍ଜନ ଲେଙ୍କା (କଟକ)©
ଘେନ ମୋ ପ୍ରଣତି ଶରଣ ପଶୁଛି
ଦୟାମୟୀ ମା’ ମଙ୍ଗଳା
ବିକଳରେ ତୋତେ ଡାକ ପକାଇଲେ
ଉଦ୍ଧାରୁ ବୁଡିବା ଭେଳା
ସେଥିପାଇଁ ପ୍ରତି ଗ୍ରାମରେ ବସିଛୁ
ଗ୍ରାମ ଦେବୀ ରୂପ ନେଇ
ତୋତେ ନ ଡାକି ଯେ ଅନ୍ୟକୁ ଡାକୁଛି
ସଙ୍କଟ ଟଳିବ ନାହିଁ|
ଚିତ୍ତ ରଞ୍ଜନ ଲେଙ୍କା (କଟକ)©