ଜୀବନ ଗୀତା-୧୯୭
ଜୀବନ ଗୀତା-୧୯୭
1 min
6.7K
ପଞ୍ଚଭୂତରେ ଜୀବନ
ହୋଇଛି ଗଢା
ମାଟି ପରି ସହିପାରେ
ଯେତେକ ପୀଡା ॥୦॥
ମାଟି ପାଣି ପବନରେ
ଗଢା ଏ ଶରୀର
ଭୁଲିବ କେମିତି ଅବା
ମାଆକୁ ତାହାର
ମୋହ ଥାଏ ବୋଲି ସିନା
ଓଟରା ଭିଡା ॥୧॥
ଯେଉଁଠି ଥିଲେବି ସିଏ
ଯେମିତି ଥିଲେବି
ଜନମ ମାଟିକୁ ଭୁଲି
ରହି ପାରିବନି
ମାଆର ମମତା ଟିକେ
ତାହାର ଲୋଡା ॥୨॥