Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା-୧୯୭
ଜୀବନ ଗୀତା-୧୯୭
★★★★★

© Geeta Sarangi

Others

1 Minutes   6.7K    4


Content Ranking


ପଞ୍ଚଭୂତରେ ଜୀବନ
ହୋଇଛି ଗଢା
ମାଟି ପରି ସହିପାରେ
ଯେତେକ ପୀଡା ॥୦॥

ମାଟି ପାଣି ପବନରେ
ଗଢା ଏ ଶରୀର
ଭୁଲିବ କେମିତି ଅବା
ମାଆକୁ ତାହାର
ମୋହ ଥାଏ ବୋଲି ସିନା
ଓଟରା ଭିଡା ॥୧॥

ଯେଉଁଠି ଥିଲେବି ସିଏ
ଯେମିତି ଥିଲେବି
ଜନମ ମାଟିକୁ ଭୁଲି
ରହି ପାରିବନି
ମାଆର ମମତା ଟିକେ
ତାହାର ଲୋଡା ॥୨॥

ଜୀବନ ଓଡିଆ

Rate the content


Originality
Flow
Language
Cover design

Comments

Post


Some text some message..