ଏ ଜଗତ
ଏ ଜଗତ
1 min
6.8K
ଏ ଜଗତରେ ଜନ୍ମଦେଇ ମା
ମୋ ଜୀବନ ହେଲା ଧନ୍ୟ
ଜଗତର କଲ୍ୟାଣ ଠାରୁ ନାହିଁ କିଛି ପୂଣ୍ୟ
ମୁଁ ପାଏ ପଛେ ଅନେକ ଦୁଃଖ
ସଭିଏଁ ମୁଖେ ଭରି ଦେବି ଅସରନ୍ତି ହସ.......
ପ୍ରମିଳା ସାହୁ