Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୯୪

ଜୀବନ ଗୀତା-୩୯୪

1 min
169


ଜୀବନକୁ ସହଜରେ

ଗ୍ରହଣ କରିବା ପରେ

ଆପେଆପେ ଜୀବନତ

ଚାଲିଯାଏ ତା ପଥରେ ॥୦॥

କେବେ ସୁଖ କେବେ ଦୁଃଖ

ଫୁଲ ହୋଇ ଫୁଟିଥାଏ

ଯିବାବେଳେ ପଥଧାରେ

ଜୀବନ ତ ଭେଟିଥାଏ

ସୁଖଦୁଃଖ ଫୁଲଯାକ

ଝରେ ସମୟ ସାଥିରେ ॥୧॥

ଯେତେ ବାଦ ଯେତେ ଫାନ୍ଦ

ବାଂଧି ପାରେନା ତାହାକୁ

ନିର୍ଭୟରେ ବଢିଚାଲେ

ଭୟ ନକରି ଆଗକୁ

ଶିଖରକୁ ଛୁଇଁଦେଇ

ଲକ୍ଷ୍ୟ ତାର ପୂରାକରେ ॥୨॥


Rate this content
Log in