Audio

Forum

Read

Contests

Language


Write

Sign in
Wohoo!,
Dear user,
ଅକୁହା
ଅକୁହା
★★★★★

© Arabinda Acharya

Fantasy

1 Minutes   6.7K    2


Content Ranking

ସେଦିନୁ ମୁଁ

ଚାଲିଛି ଭାବି ,

କଣ ବୋଲି ଡାକିବି ତୁମକୁ ?

ସବୁ ନାଁ କୁ

ଥରେ ଥରେ

ଲଗେଇ ସାରିଚି

କେଉଁଟି ଲାଗୁନି ଭଲ

ଆଗରୁ ତ ନାଁ ଧରି ଡାକୁଥିଲି

ସବୁ ଥିଲା ଠିକ୍ |

ଏବେ କାହିଁକି

ଲାଗୁଚି ଅଡୁଆ ?

ସେ ଏକ ଆକୁହା ସମ୍ପର୍କ

ଆମ ଭିତରେ

ଆସି ହେଇଛି ଠିଆ |

ମୁଁ ସମ୍ପର୍କ ଆକୁହା

Rate the content


Originality
Flow
Language
Cover design

Comments

Post


Some text some message..