Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Others

2  

Lalatendu Kabi

Others

ଅଭ୍ୟାସୀ ବାନର କଥା

ଅଭ୍ୟାସୀ ବାନର କଥା

1 min
6.8K


ବାନର ଯେ ହେଲା ଦୁଇ ପାଦେ ଛିଡା

ପ୍ରଥମେ ଖାଇଲା ଅନେକ କଚଡା ॥୧

ସାଥୀ ଜ୍ଞାତି କେତେ କଲେ ଉପହାସ—

"ଓଲଟିବ ଭାଗ୍ୟ, ଏ କି ଦୁଃସାହସ?" ॥୨

ନିନ୍ଦା ଅପମାନେ କରି ସେ ଅଭ୍ୟାସ,

ସିଧା ହେଇ ଦିନେ ସେ ହେଲା ମନୁଷ୍ୟ ॥୩

କରୁଥିଲେ ସାଥୀ ଯିଏ ଉପହାସ

ଏବେ ବି କରନ୍ତି ଅରଣ୍ୟରେ ବାସ ॥୪

ଲଲାଟେନ୍ଦୁ କବି

୨୦୧୮୦୫୦୫୦୩୩୪


Rate this content
Log in