ସ୍ୱପ୍ନର ମନ୍ଦିର
ସ୍ୱପ୍ନର ମନ୍ଦିର
1 min
1.2K
ମୋ ହୃଦୟ ଭିତରେ କରିଛୁ ଘର
ତୋଳି ତୋର ସପ୍ନର ମନ୍ଦିର
ତୁ ଫୁଲ ସଵାରୀ ଆସିବୁ ମୋ ହାତଧରି
ସିନ୍ଥରେ ସୁହାଗ ସିନ୍ଦୂର ଭରି
ତୋ ଠାରୁ ଜୀବନରେ ସବୁ କିଛି ପାଇଛି
ତେତେ କିଛି ଦେଇ ପାରି ନାହିଁ
ଶରଧା ରେ ଦେଉଛି
ଟୋପାଏ ସିନ୍ଦୂର ଦୁଇପଟ ଶଙ୍ଖା
ନାରୀ ଜୀବନରେ
ବହୁଠାରୁ ମୂଲ୍ୟବାନ ଗହଣା.....
ପ୍ରମିଳା ସାହୁ