ଶସ୍ତା କବିତା - 13
ଶସ୍ତା କବିତା - 13
ପୁଅର ଚାକିରି ଝିଅର ଦରମା
ଇଚ୍ଛା ନ ଥିଲେ ବି ଶୁଣ
ସବୁ ବାପା ମାଆ କାନରେ ଠୁସିବେ
ଅଖଣ୍ଡ ବ୍ରହ୍ମ ପୁରାଣ
ପ୍ରମୋଦ କୁମାର ଜେନା ©
ପୁଅର ଚାକିରି ଝିଅର ଦରମା
ଇଚ୍ଛା ନ ଥିଲେ ବି ଶୁଣ
ସବୁ ବାପା ମାଆ କାନରେ ଠୁସିବେ
ଅଖଣ୍ଡ ବ୍ରହ୍ମ ପୁରାଣ
ପ୍ରମୋଦ କୁମାର ଜେନା ©