ବିଶ୍ୱାସ
ବିଶ୍ୱାସ
1 min
1.2K
ସବୁର ମୂଳ ପୋଛ ପରେ
କେଉଁଠି ନା କେଉଁଠି
ସମ୍ଭାବନା ନିଶ୍ଚେ ଥାଏ,
ଭାତ ହାଣ୍ଡିରୁ ସବୁ ସରିଗଲା ପରେ
କେଉଁଠି ନା କେଉଁଠି
କାଣିଚାଏ ଥିଲା ପରି...