କିଛି ବାକି ଅଛି
କିଛି ବାକି ଅଛି
1 min
6.4K
✿✿ କିଛି ବାକି ଅଛି ✿✿
କିଛି ବାକି ଆଉ ଅଛି ବୋଲି ତ
ସରୁନାହିଁ
ଏ ମହକ
ଏ ତଡପ
ଏ ବିରହ,
ଏ ରହସ୍ୟ !!!
ସବୁ ସମର୍ପିଦେଲେ କ'ଣ
ରହିବ ଆଉ ଆବଶ୍ୟକ ?
ବଳିଯିବ ଖାଲି
ଅବସୋସ ଆଉ ଅବସୋସ ...........।।।