Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କିଛି ବାକି ଅଛି
କିଛି ବାକି ଅଛି
★★★★★

© Amiya Bej

Others

1 Minutes   6.3K    3


Content Ranking

✿✿ କିଛି ବାକି ଅଛି ✿✿

କିଛି ବାକି ଆଉ ଅଛି ବୋଲି ତ 
ସରୁନାହିଁ
ଏ ମହକ
ଏ ତଡପ
ଏ ବିରହ,
ଏ ରହସ୍ୟ !!!
ସବୁ ସମର୍ପିଦେଲେ କ'ଣ
ରହିବ ଆଉ ଆବଶ୍ୟକ ?
ବଳିଯିବ ଖାଲି
ଅବସୋସ ଆଉ ଅବସୋସ ...........।।।

କିଛି ବାକି ଅଛି

Rate the content


Originality
Flow
Language
Cover design

Comments

Post

Some text some message..