Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational Abstract

2  

Susil Pani

Inspirational Abstract

ଦୁହିତା

ଦୁହିତା

1 min
6.7K


ଠୋପାଏ ସିନ୍ଦୁର ଆଉ ଦୁଇ ପଟ ସଂଖା ।

ବଦଳାଇ ଦିଏ ଝିଅର ହସ୍ତ ଭାଗ୍ୟ ଲେଖା ।।

କୁଆଁରି ଝିଅଟି ସାଜେ ନବ ବଧୂ ବେଶ ।

ବରବେସ ସାଜି ଆସେ ତାର ମନର ମଣିଷ ।।

ହସ୍ତରେ ହସ୍ତ ରଖି ପଡେ ହସ୍ତ ଗଣ୍ଠି ।

ସାତ ଘେରା ବେଦି ଚାରିପାଖେ ବୁଲି ହୋମ ଅଗ୍ମି ରଖେ ସାଖି ।।

ଦୁଇ କୂଳ ହିତ ପାଇଁ ବନେ ସେ ଦୁହିତା ।

ପିତା ଶଶୁର ଘରକୁ ନେଇ ସଂସାର ତୋ ବିତା ।।

ଜନ୍ମରୁ ପରିଚିତ ଲୋକଙ୍କୁ ସେ ପର କରି ।

ଅପରିଚିତ ଲୋକଙ୍କୁ ନିଏ ଆପଣାର କରି ।।

ସ୍ନେହ ଶ୍ରଧା ଭକ୍ତି ବଳରେ ପାଏ ସେ ଆଦର ।

ଶଶୁର ଶାଶୁଙ୍କୁ ସେବି ସ୍ନେହ କରେ ନଣଦ ଦେବର ।।

ଝିଅ ଜନ୍ମ ତ ପର ଘରକୁ ଅଛି ବିଧିର ବିଧାନ ।

ପରକୁ ଆପଣାର କରି ତୋସ କର ମନ ।।

@ ସୁସିଲ୍ ପାଣି , ପୁରୀ ।


Rate this content
Log in

Similar oriya poem from Inspirational