Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
746



ସୂର୍ଯ୍ଯଙ୍କ ପ୍ରଖର ରଶ୍ମିରେ

ତେଜୋଦୀପ୍ତ ବେଳାଭୂମିର

ସୁବର୍ଣ୍ଣବର୍ଣ୍ଣ ସେହି

ବାଲୁକା ରାଶିରେ

ଲହଡ଼ିର ଢେଉ ସାଥେ

ନାଚ଼ି ନାଚ଼ି

ତୁମ ପ୍ରେମରେ

ହୋଇ ମତୁଆଲା

ତୁମେ କହିପାର ୟାକୁ

ପାପ ବା ଯୌବନର ଭୋକ

ଦେଇ ପାର ତାକୁ

ନଷ୍ଟ ଚରିତ୍ରର ଆଖ୍ଯା l


ମୋ ଆଖିର ଭାଷା ଆଉ

ହୃଦୟର ସ୍ପନ୍ଦନକୁ

ନେଇ ଦେଖ,

ତେବେ ତୁମେ ଜାଣିବ ଓ ବୁଝିବ

ମୋ ପ୍ରେମର

ଗଭୀର ପରିଭାଷା ....


****************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in