Audio

Forum

Read

Contests

Language


Write

Sign in
Wohoo!,
Dear user,
ଫେରିଆସ
ଫେରିଆସ
★★★★★

© Dr. Diptiranjan Behera

Abstract

1 Minutes   6.8K    3


Content Ranking

କଥା ଦେଇଥିଲ ହାତ ଧରି ଆମେ 

ଚାଲିବା ଜୀବନ ପଥେ 

ତୁମେ ନାହଁ ଆଜି ଚାଲିଛି ଏକା ମୁଁ 

ସ୍ମୃତି ସବୁନେଇ ସାଥେ ||


ସ୍ମୃତି ତୁମେ ମୋର ସାଧା କାଗଜର 

ଅଲେଖା ପୃଷ୍ଠା ଭଳି 

ସତରେ ପ୍ରିୟା ମୁଁ ତୁମବିନା ଆଜି 

ଦୁଃଖ ରେ ଯାଉଛି ଜଳି ||


ଚିରି ଯାଇଥିବା ପ୍ରତିଟି ପୃଷ୍ଠାକୁ 

ଯେବେ ମୁଁ ସାଉଁଟେ ବସି 

ପ୍ରତିଟି ପୃଷ୍ଠାରେ ଲେଖା ତୁମ ନାଁ 

ପଢୁଛି ଲହୁରେ ହସି ||

ଜୀବନ ସ୍ମୃତି ପୃଷ୍ଠା

Rate the content


Originality
Flow
Language
Cover design

Comments

Post


Some text some message..