Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Others

3  

Ambika Swain

Others

କି ସୁନ୍ଦର ଧରା

କି ସୁନ୍ଦର ଧରା

1 min
6.6K


ଆକାଶ ସୁନ୍ଦର ଦିଶେ ଜହ୍ନ ଓ ତାରରେ

ବରଷା ସୁନ୍ଦର ଦିଶେ ବଉଦ ମାଳରେ

ଗଛ ସୁନ୍ଦର ଦିଶେ ଫୁଲ ଅଉ ଫଳରେ

ପର୍ବତ ସୁନ୍ଦର ଦିଶେ ସବୁଜ ବନାନୀରେ ।

ପାହାଡ଼ ସୁନ୍ଦର ଦିଶେ ପଥର ଖଣ୍ଡରେ

ନଇଁ ସୁନ୍ଦର ଦିଶେ ସରୁ ସରୁ ବାଲିରେ

ସମୁଦ୍ର ସୁନ୍ଦର ଦିଶେ ନୀଳ ଲହଡିରେ

ପୋଖରୀ ସୁନ୍ଦର ଦିଶେ ପଦ୍ମ ଓ କଇଁ ରେ ।

ଗାଁ ସୁନ୍ଦର ଦିଶେ ଧାଡ଼ି ଧାଡି ଚାଳଘରେ

ବଗିଚା ସୁନ୍ଦର ଦିଶେ ଘାସ ଗାଲିଚାରେ

ଦଣ୍ଡା ସୁନ୍ଦର ଦିଶେ ଗୋରୁ ଗାଈ ଗୋଠରେ

ପଡ଼ିଆ ସୁନ୍ଦର ଦିଶେ ପିଲାଙ୍କ ଖେଳରେ ।

ନବବଧୂ ସୁନ୍ଦର ଦିଶେ ଓଢଣା ତଳରେ

କନ୍ୟାଟି ସୁନ୍ଦର ଦିଶେ ଲାଜ ସରମରେ

ଶିଶୁଟି ସୁନ୍ଦର ଦିଶେ ମାଆର କୋଳରେ

ନାରୀଟି ସୁଂଦର ଦିଶେ ଶଙ୍ଖା ସିନ୍ଦୁରରେ

ପୁରୁଷ ସୁନ୍ଦର ଦିଶେ ସତ୍ୟ ଓ ନିଷ୍ଠା ରେ ।

ଦେବା ଦେବୀ ସୁନ୍ଦର ଦିଶନ୍ତି ମନ୍ଦିର ଭିତରେ

ଧରା ସୁଂଦର ଦିଶେ ସବୁ ସବୁ ମିଶ୍ରଣରେ ।।

ଅମ୍ବିକା ସ୍ୱାଇଁ


Rate this content
Log in