ଦୁଃଖ ଓ କବି
ଦୁଃଖ ଓ କବି
1 min
7.1K
ଆଉ କବିର ଶବ୍ଦ ଦୁଃଖ ନାହିଁ
କାରଣ କବି ଜାଣିସାରିଲାଣି
ସବୁ ଶବ୍ଦ ଥାଏ
ସୁଖି ମଣିଷ ପାଖରେ
କେବଳ ଦୁଃଖି ହୋଇ ବଞ୍ଚିବା ଥାଏ
କବିର ଭାଗ୍ୟରେ..।