Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Pradhan

Romance abstract inspirational action

5.0  

Sagar Pradhan

Romance abstract inspirational action

ବୟାନ

ବୟାନ

1 min
598


ତୁମ ନାମ ଶୁଣି ଦେଲେ ଶିହରାଏ ଦେହ,
ତୁମ କଣ୍ଠ ନ ଣୁଣିଲେ ଆସି ଯାଏ କୋହ।

ବୁଝି ମୁଁ ପାରୁନି ଏ କେଉଁ ସମ୍ପକର୍ ର ଡୋର,
ଭ୍ରମ ମୋ ମନର ଅବା ସ୍ବପ୍ନ ଏ ଦିନର।

ଦୁଃଖ ମୋ ମିଳେଇ ଯାଏ ତୁମେ ହସି ଦେଲେ,
ଛାତି ମୋର ଚିରି ଯାଏ ତୁମ ମୁଁହ ଶୁଖିଥିଲେ।

ଜାଣି ଅଛ ସବୁ ତୁମେ କେବେ କରନାହିଁ ପ୍ରକାଶ,
ତୁମକୁ ବୁଝିବାକୁ କିନ୍ତୁ କରେ ମୁଁ ପ୍ରୟାସ।

ଆଶା କରେ ଉତ୍ତର କୁ ମୋ ଚାତକ ନୟନ,
ଯେଉଁ ପ୍ରଶ୍ନ ତୁମ ଠାରେ କେବେ କରିନି ବୟାନ।।


Rate this content
Log in

Similar oriya poem from Romance