Audio

Forum

Read

Contests

Language


Write

Sign in
Wohoo!,
Dear user,
ଶବ୍ଦ ମାନେ !!!
ଶବ୍ଦ ମାନେ !!!
★★★★★

© Sushree Shibanee Das

Others

1 Minutes   6.7K    6


Content Ranking

ଯେଉଁଠି, ଜୀବନ ତୃପ୍ତ ଓ ପ୍ରକୃତି ସ୍ୱଚ୍ଛ...
ଯେଉଁଠି, ଦୁନିଆଁ ଅଖଣ୍ଡ ଓ ଜ୍ଞାନ ବିମୁକ୍ତ...
ଯେଉଁଠି, ମନ ନିର୍ଭୟ ଓ ମଥା ଉଚ୍ଚ...
ଯେଉଁଠି, ସଂସ୍କାର ଜାଗ୍ରତ ଓ ଅହଂ ମୃତ...
କେବଳ, ସେଇଠାରେ ହିଁ ,
ଶବ୍ଦ ମାନେ ସତ୍ୟତା ର ଅଭେଦ୍ୟ ଗଭୀରତା ରୁ ସ୍ୱତଃ ଜନ୍ମ ନିଅନ୍ତି,
ଆଉ, ଛୁଇଁ ଯାଆନ୍ତି ହୃଦୟ ରୁ ହୃଦୟ ଅଲୁପ୍ତ ପରମ ଶାନ୍ତିରେ,
ପୁଣି, କେବେ କେବେ ପରିବର୍ତ୍ତନ ର କାରକ ମଧ୍ୟ ସାଜନ୍ତି I

ଶବ୍ଦ ମାନେ !!!

Rate the content


Originality
Flow
Language
Cover design

Comments

Post


Some text some message..