Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SushreeShibanee Das

Others

3  

SushreeShibanee Das

Others

ଶବ୍ଦ ମାନେ !!!

ଶବ୍ଦ ମାନେ !!!

1 min
6.7K


ଯେଉଁଠି, ଜୀବନ ତୃପ୍ତ ଓ ପ୍ରକୃତି ସ୍ୱଚ୍ଛ...
ଯେଉଁଠି, ଦୁନିଆଁ ଅଖଣ୍ଡ ଓ ଜ୍ଞାନ ବିମୁକ୍ତ...
ଯେଉଁଠି, ମନ ନିର୍ଭୟ ଓ ମଥା ଉଚ୍ଚ...

ଯେଉଁଠି, ସଂସ୍କାର ଜାଗ୍ରତ ଓ ଅହଂ ମୃତ...
କେବଳ, ସେଇଠାରେ ହିଁ ,
ଶବ୍ଦ ମାନେ ସତ୍ୟତା ର ଅଭେଦ୍ୟ ଗଭୀରତା ରୁ ସ୍ୱତଃ ଜନ୍ମ ନିଅନ୍ତି,
ଆଉ, ଛୁଇଁ ଯାଆନ୍ତି ହୃଦୟ ରୁ ହୃଦୟ ଅଲୁପ୍ତ ପରମ ଶାନ୍ତିରେ,
ପୁଣି, କେବେ କେବେ ପରିବର୍ତ୍ତନ ର କାରକ ମଧ୍ୟ ସାଜନ୍ତି I


Rate this content
Log in