Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Others

3  

pratap nayak

Others

ଇଚ୍ଛା

ଇଚ୍ଛା

1 min
90



ସମ୍ପର୍କର ଅନ୍ୟ ନାମ ଯଦି ବୁଝାବଣା ହୁଏ

ତେବେ ମୋର 

ଦରକାରନାହିଁ ସେ ସମ୍ପର୍କ!


ଦବା ନବାରେ ଯଦି 

ମଜବୁତ ହୁଏ ସମ୍ପର୍କ

ସ୍ନେହ ପ୍ରେମର ଗାଢତାକୁ 

ଯଦି ମାପିବାକୁ ଚେଷ୍ଟା କରାଯାଏ ,

ପୁଣି ନିଜର ଦେଖେଇହବା ବାହାନାକୁ 

ଯଦି କବଳିତ କରି 

ଫେଣ୍ଟାଯାଏ ସମ୍ପର୍କ ମର୍ମରେ

ତେବେ 

ଦରକାରନାହିଁ ସେ ସମ୍ପର୍କ !


ଛଅଋତୁକୁ ଯଦି ଭୋଗିନହୁଏ

ନିଜସ୍ୱପ୍ନକୁ ଯଦି ସାକାର କରିନହୁଏ       

ବିଭୁକୃପା ଯଦି ଶେଷ ଠିକଣା ନହୁଏ

ତେବେ ,

ଦରକାରନାହିଁ ସେ ସମ୍ପର୍କ 

ଦରକାରନାହିଁ ସମ୍ପର୍କ ।


Rate this content
Log in