ବରଷା
ବରଷା
ବରଷା
ଗଜେନ୍ଦ୍ର କୁମାର ପାଣି
ଆସରେ ପିଲେ
ଖେଳିବା ଖେଳ
କି ଖେଳ
ବରଷା ଜଳ
କି ବରଷା
ଆଷାଢ଼ ବର୍ଷା
କି ଆଷାଢ଼
ବରଷା ମୂଳ
ଚାଷୀ ଓ ଚାଷକୁ
ତା ଅନୁକୂଳ ।
ବିରିଡ଼ି, ଜଗତସିଂହପୁର
ଫୋନ୍-୮୯୦୮୧୮୮୩୬୫
*****
ବରଷା
ଗଜେନ୍ଦ୍ର କୁମାର ପାଣି
ଆସରେ ପିଲେ
ଖେଳିବା ଖେଳ
କି ଖେଳ
ବରଷା ଜଳ
କି ବରଷା
ଆଷାଢ଼ ବର୍ଷା
କି ଆଷାଢ଼
ବରଷା ମୂଳ
ଚାଷୀ ଓ ଚାଷକୁ
ତା ଅନୁକୂଳ ।
ବିରିଡ଼ି, ଜଗତସିଂହପୁର
ଫୋନ୍-୮୯୦୮୧୮୮୩୬୫
*****