Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ଓଡ଼ିଆ ନବ ବର୍ଷ

ଓଡ଼ିଆ ନବ ବର୍ଷ

1 min
981




ଓଡ଼ିଆ ନବ ବର୍ଷ ଏଇ ନୂଆଦିନ ଆଜି ନିଉ ଇୟର ଆଜି

ପଣାସଂକ୍ରାନ୍ତି ଆଜି ଆସିଛି ସାଜି

ପଣାରେ ବେଲ ପଣାକୁ ଭାଙ୍ଗ ପଣା

ପିଇ ହେଇଯିବେ ବାଟ ବଣା

ଆଜି ନପିଇଲେ ପଣା ହେବା ପରା ବାଟ ବଣା

ଜଗନ୍ନାଥ ଆମ ଓଡ଼ିଆ ଠାକୁର

ରଚିଗଲା ବଡ଼ ଦେଉଳ ପର

ପୂଜା ହେବ ଆଜି ତାଙ୍କ ପାଖର

ନୂଆ ପାଞ୍ଜି ମାନେ ପୂଜା ହେବେ ଆଜି

ଦେବା ଦେବୀ ମାନଙ୍କର ପଣା ଭୋଗ ଆଜି

ଚୈତ୍ର ମାସର ଶେଷଦିନ ବୈଶାଖ ମାସର ଆରମ୍ଭ ଦିନ

ନୂଆ ବର୍ଷର ଅଭିନନ୍ଦନ

ଖୁଡି ପେଡିକୁ ସଜାଡି ଆଣିଛି ଖୋଲିବ ବୈଶାଖୀ ପର୍ଵ

ବାର ମାସର ତେର ଯାତରା କରିବ ସଜବାଜ


ଇଏ ଆମ ଓଡ଼ିଆ ମାନଙ୍କର ପରମ୍ପରା ଛଳେ ଓଡ଼ିଆଙ୍କୁ ବାନ୍ଧିବ ଛନ୍ଦି

ତ୍ୟାଗ ନିଷ୍ଠା ଭଲପାଇବା ଦେଇ ଭଲମନରେ ପାଳିବା ଆମ ପର୍ଵ ପର୍ବାଣୀ

ଆମ ତୁଳସୀ ଚଉରା ମୂଳରେ

Balaram tarai

9937014646


Rate this content
Log in