Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Thriller Inspirational

2  

Geeta Sarangi

Thriller Inspirational

ଜୀବନ ଗୀତା-୪୩୭

ଜୀବନ ଗୀତା-୪୩୭

1 min
103


ଜୀବନର ଯାଦୁଖେଳ

ସାରା ପୃଥିବୀରେ

ଚିତ୍ରାୟିତ ଚିତ୍ରନାଟ୍ୟ

ମଣିଷ ମୁହଁରେ ॥୦॥

ଦୈନନ୍ଦିନ ଚତୁର୍ଦ୍ଦିଗେ 

ଯେତେ ଅବକ୍ଷୟ

କଳା ସଂସ୍କୃତିରେ ସବୁ

ହେଉଥାଏ ଦୃଶ୍ୟ

ସମାଜର ଆଜି ଯେତେ ଅବନତି

ସାହିତ୍ୟ ମୁଖର କରେ 

କଥା କବିତାରେ ॥୧॥

ପ୍ରଯୁକ୍ତି ବିଦ୍ୟା ବିଜୟୀ

ମଣିଷ ତ ଆଜି

ହୃଦୟ ସଂପର୍କ କିଂତୁ

ଯାଉଅଛି ଭାଜି

ଚତୁର ମଣିଷ ମେସିନର ଦାସ

ସୁଖର ସଂସାର କିଂତୁ

କରି ତ ନପାରେ ॥୨॥


Rate this content
Log in

Similar oriya poem from Thriller