Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balabanta Sahu

Romance

2  

Balabanta Sahu

Romance

ତୁ ହିଁ ତ..

ତୁ ହିଁ ତ..

1 min
6.9K


ଅଶ୍ରୁଭରା ଏ ଉଦାସୀ ନୟନେ

     ତୁ ହିଁ'ତ ସତ ସପନ

ଶୁଷ୍କ ମରୁବାଳି , ଅଜାଗା ଘା' ରେ

     କଳ୍ପିତ ସବୁଜ ବନ ।। ୧ ।।

ନିଶ୍ଚଳ ଭାବର ସୁଶୀତଳ ଧାରେ

    ତୁ କୁଳୁକୁଳୁ ନାଦ

ଆ'...ଆ'..., ସେଇ କାଳର ଡାକରେ

    ତୁ ମୋ ଜୀବନ ପଦ ।।୨ ।।

କୋଟିଏ ସ୍ୱାର୍ଥର ଭାବନା ଦୌଡ଼ରେ

     ତୁ ହିଁ ନିସ୍ୱାର୍ଥ ଆଶା 

ସ୍ୱାର୍ଥ ଲୋଭର ଝାଞ୍ଜି ପବନେ ବି

     ମୃଦୁ ଶୀତଳ ବର୍ଷା ।।୩ ।।

ଭାବହୀନ ଏଇ ଅଜ୍ଞାନ ଭାବରେ

     ତୁ ହିଁ ବଞ୍ଚିବା ରାହା

ଏଇ ଅଧମର ପ୍ରତି କବିତାରେ

     ବହେ ତୋ ପ୍ରୀତି ବାଆ...।।୪ ।।

ବଲବନ୍ତ ସାହୁ

ମୋ- ୯୦୭୮୧୦୫୨୩୪


Rate this content
Log in

Similar oriya poem from Romance