Audio

Forum

Read

Contests

Language


Write

Sign in
Wohoo!,
Dear user,
ନିଘୋଡ଼ ନିଦରେ ଶିଳ୍ପେ ମଗନ
ନିଘୋଡ଼ ନିଦରେ ଶିଳ୍ପେ ମଗନ
★★★★★

© Tapan Dixit

Romance

1 Minutes   1.2K    2


Content Ranking

ନିଘୋଡ଼ ନିଦରେ ଶିଳ୍ପେ ମଗନ 

ରୂପସୀ ଅନ୍ଧାରି ରା଼ତ୍ରେ,

ଜାଣେନା ଅଜଣା କେଉଁ ତନ୍ଵୀର 

ରୂପ ଦିଏ ବାରମ୍ବାର 

ନିଗୂଢ଼େ କାହିଁକି ଗଢ଼େ ବସି ଆଜି 

ସେଇ ପ୍ରତିରୂପ ତାର ,

ବିବଶ ଅବା ମୁଁ ଅବଶ ତାହା ବି 

ନିଜେବି ପାରେନା ଜାଣି 

ବୋଧ ହୁଏ ଏହା ବିଟୋଳ ମନର 

ନିଟୋଳ ପ୍ରେମ କାହାଣୀ .. ।। 

ତପନ ଦୀକ୍ଷିତ(ବେଳାଭୂମି) 7.12.2017

ନାଶିକେଶ୍ୱର, କାକଟପୁର, ପୁରୀ

ବିଟୋଳ: ଶଠ ,ଦୁଷ୍ଟ

ରୂପସୀ ପ୍ରେମ ପ୍ରତିରୂପ

Rate the content


Originality
Flow
Language
Cover design

Comments

Post


Some text some message..