Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଅମାବାସ୍ୟା ରାତିର ଝଡ଼***

ଅମାବାସ୍ୟା ରାତିର ଝଡ଼***

1 min
6.3K


ଅମାବାସ୍ୟା ରାତିର ଝଡ଼***
 
କେଉଁ ? ଏକ ଅନ୍ଧାର ରାତି,
କେଉଁ ? ଏକ ଅନ୍ଧାର ,
ନିଭୃତ କୋଠରିକୁ
ତୁମେ ଆସିଥିଲ 
ସେ ଦିନ,
କରିବାକୁ ଆଲୋକିତ,
କାହିଁ ?  ଥିଲା 
କେଜାଣି
କାଳରୂପି ଭୀଷଣ ବୈଶାଖୀ ଝଡ ଲିଭାଇଦେଇ ଚାଲିଗଲା 
ମୋ ସ୍ମୃତିରେ ସାଇତା ଥିବା 
ଯେତେ 
ତୁମ ପାଦ ଚିହ୍ନ--------!
 
ପଥଭ୍ରାନ୍ତ ପଥିକଟିଏ
ସେଇ ଅନ୍ଧାରେ 
ଝୁରି ଘୁରି ବୁଲୁଥାଏ 
ଚେନାଏ ଆଲୋକ,
ତୁମେ ଜାଣିଛ କି ? 
ତୁମକୁ ନିଜର କରିବା ପ୍ରୟାସରେ 
କେତେ ଯେ ସହିଛି
ଏ ମନ ,ବ୍ୟଥା ଓ ଦେଦନା
ତୁମେ କି ?  ବୁଝିବ ମୋ ହୃଦୟ
ତୁମେ ତ ଅନ୍ଧାର 
ଆକାଶରେ  
ଖୋଲାରେ ଉଡ଼ି ବୁଲୁଥିବା
ଅମବାସ୍ୟା ରାତିର ଝଡ଼-------!
 
©®କାଶ୍ୟପ,ରାୟଗଡା ,
#ମୋ ପ୍ରଥମ  ପ୍ରକାଶିତ କବିତା
 
 
 


Rate this content
Log in