Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Romance Abstract Others

2  

Sarada Parida

Romance Abstract Others

ତମେ ଆଉ ମୁଁ

ତମେ ଆଉ ମୁଁ

1 min
6.7K


ସେଇ ସ୍ଵପ୍ନ ବିଭୋର ଆଖି

ଥମିଥିଲା ପାଦ ଆପେ ଆପେ ମୋର

ଯେବେ, ପ୍ରଥମେ ଥିଲି ମୁଁ ଦେଖି

ସେଇ ସ୍ଵପ୍ନ ବିଭୋର ଆଖି ।

ଉଠିଥିଲା କେତେ ମନରେ ଉଚ୍ଚାଟ

ଗାଇଥିଲି କେତେ ନିରବେ ସଙ୍ଗୀତ

ଉଙ୍କି ଥିଲି ତାରେ ଅଲକ୍ଷରେ ମୋର

ଗୁପତେ ଦେବାକୁ ଦେଖି

ହୋଇ ସାଗରେ ତରଙ୍ଗ ମୁଁ କି

ସେଇ ସ୍ଵପ୍ନ ବିଭୋର ଆଖି ।

ଚଞ୍ଚଳ ସଚିତ୍ରେ ଖିଲି ଖିଲି ହସି

ଯାଇଥିଲା ସିଏ ଦୃଶ୍ୟପଟ୍ଟୁ ଖସି

କ୍ଷଣକରେ ଦେଇ ତାର ପ୍ରତିଛବି

ହୃଦୟ ଭିତରେ ଆଙ୍କି

ସେଇ ସ୍ଵପ୍ନ ବିଭୋର ଆଖି । 

#ଚେନାଏ କବିତା


Rate this content
Log in

Similar oriya poem from Romance