Audio

Forum

Read

Contests

Language


Write

Sign in
Wohoo!,
Dear user,
#ପୁରୁଣାଲଣ୍ଠନ
#ପୁରୁଣାଲଣ୍ଠନ
★★★★★

© Ram Prasad Bisoi

Others

1 Minutes   7.0K    6


Content Ranking

ସଂଳାପ-୬୯,
 
#ପୁରୁଣା ଲଣ୍ଠନ
 
ବିଦାୟ ! କବିତା  ଠାରୁ କବି ,
ଏ କଣ ସମ୍ଭବ? 
ଆକାଶରେ ଦାଆ ରୂପି ଶଶି ,
ତା କାନ୍ତ କଣ ନେଲା ତା ଠାରୁ ବିଦାୟ ? ଅନାମିକା ,
ଟିକେ ରହିଗଲେ ହୁଅନ୍ତା ନି, ମାରି ଦିଅନି ତା ଟିକକ ଆଶା,
ରାସ୍ତା କଡେ ପଡିଥିବା ସବୁ ପଥର କଣ ଦିଅଁ?  
ବୋଳ ନି ସିନ୍ଦୁର ତା ଦେହେ,
ଦେଖ, କଳା ମେଘ ନେଇ ଆସୁଛି
ଲୁହବନ୍ୟାର ବିଭୀଷିକା,ସହି ପାରିବ ତ ପ୍ରକୃତି,
ଜାଳି ଦେଲେ ହେବନି , ଅଲରାରେ ମଳିନ ହୋଇ ଗାଁ କୁଡ଼ିଆରୁ ଆସି ପଡ଼ିଥିବା
ପୁରୁଣା ଲଣ୍ଠନ--------!
 
©®କାଶ୍ୟପ,ରାୟଗଡା
 
 
 
 

#ପୁରୁଣାଲଣ୍ଠନ

Rate the content


Originality
Flow
Language
Cover design

Comments

Post


Some text some message..