Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

#ପୁରୁଣାଲଣ୍ଠନ

#ପୁରୁଣାଲଣ୍ଠନ

1 min
7.0K


ସଂଳାପ-୬୯,
 
#ପୁରୁଣା ଲଣ୍ଠନ
 
ବିଦାୟ ! କବିତା  ଠାରୁ କବି ,
ଏ କଣ ସମ୍ଭବ? 
ଆକାଶରେ ଦାଆ ରୂପି ଶଶି ,
ତା କାନ୍ତ କଣ ନେଲା ତା ଠାରୁ ବିଦାୟ ? ଅନାମିକା ,
ଟିକେ ରହିଗଲେ ହୁଅନ୍ତା ନି, ମାରି ଦିଅନି ତା ଟିକକ ଆଶା,
ରାସ୍ତା କଡେ ପଡିଥିବା ସବୁ ପଥର କଣ ଦିଅଁ?  
ବୋଳ ନି ସିନ୍ଦୁର ତା ଦେହେ,
ଦେଖ, କଳା ମେଘ ନେଇ ଆସୁଛି
ଲୁହବନ୍ୟାର ବିଭୀଷିକା,ସହି ପାରିବ ତ ପ୍ରକୃତି,
ଜାଳି ଦେଲେ ହେବନି , ଅଲରାରେ ମଳିନ ହୋଇ ଗାଁ କୁଡ଼ିଆରୁ ଆସି ପଡ଼ିଥିବା
ପୁରୁଣା ଲଣ୍ଠନ--------!
 
©®କାଶ୍ୟପ,ରାୟଗଡା
 
 
 
 


Rate this content
Log in