ଯେବେ ସଞ୍ଜ ଆସେ ନଇଁ
ଯେବେ ସଞ୍ଜ ଆସେ ନଇଁ
1 min
1.3K
ଯେବେ ସଞ୍ଜ ଆସେ ନଇଁ
ଯେବେ ଚାନ୍ଦ ଆସେ ଉଇଁ
ଯେବେ ରାତି ହୁଏ ମଉନ
ଯେବେ ନୀଳ କଇଁ ହୁଏ ଛନଛନ
ସେତେବେଳେ
ତୁମେ ମୋ ମନକୁ ଆସ,,,ଧୀରେ ଧୀରେ
ପାହାନ୍ତିଆ ସପନ ହୋଇ,,,,,
ମନରେ ମୋ ହୁଏ ହଇଚଇ
ମୁଁ ଆଉ ମୁଁ ହୋଇ ରହି ପାରେ ନାହିଁ
ସବୁ ସୀମା ରେଖା ଯାଏ ଡେଇଁ।