Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational Abstract

2  

Susil Pani

Inspirational Abstract

ବିଶ୍ଵ ଠାକୁର

ବିଶ୍ଵ ଠାକୁର

1 min
1.2K


ବିଶ୍ଵ ଠାକୁର ଭିନ୍ନ ରୂପ ତୁମର ।

ଯୁଗେ ଯୁଗେ ତୁମ ନାନା ଅବତାର ।। (୧)

ତ୍ରେତୟାରେ ରାମ ଶିକ୍ଷା ଯେ ଦେଇଣ ।

ଗୁରୁଜନେ ଭକ୍ତି ଭାତୃ ଠାରେ ସ୍ନେହ ।।(୨)

ଦ୍ଵାପରରେ ଶ୍ୟାମ ବୁଝାଇ କହିଣ ।

କର୍ମ ଅଟେ ପୁଣି ସ୍ଵୟଂ ଭଗବାନ ।।(୩)

ସତ୍ୟରେ ବାମନ ଉପଦେଷ ପୁଣ।

ସବୁ ଠାରେ ଅତି ଶେଷେ ଇତି ଜାଣ ।।(୪)

କଳିରେ କାଳିଆ ପ୍ରେରଣା ଦେଇଣ ।

ସବୁଠାରେ ଅତି ଭକ୍ତିଭାବେ ଭକ୍ତ ପାଏ ଯେ ଦର୍ଶନ।।(୫)

@ ସୁସିଲ୍ ପାଣି,ପୁରୀ ।


Rate this content
Log in