Audio

Forum

Read

Contests

Language


Write

Sign in
Wohoo!,
Dear user,
ବିଶ୍ଵ ଠାକୁର
ବିଶ୍ଵ ଠାକୁର
★★★★★

© Susil Pani

Inspirational Abstract

1 Minutes   1.1K    4


Content Ranking

ବିଶ୍ଵ ଠାକୁର ଭିନ୍ନ ରୂପ ତୁମର ।

ଯୁଗେ ଯୁଗେ ତୁମ ନାନା ଅବତାର ।। (୧)

ତ୍ରେତୟାରେ ରାମ ଶିକ୍ଷା ଯେ ଦେଇଣ ।

ଗୁରୁଜନେ ଭକ୍ତି ଭାତୃ ଠାରେ ସ୍ନେହ ।।(୨)

ଦ୍ଵାପରରେ ଶ୍ୟାମ ବୁଝାଇ କହିଣ ।

କର୍ମ ଅଟେ ପୁଣି ସ୍ଵୟଂ ଭଗବାନ ।।(୩)

ସତ୍ୟରେ ବାମନ ଉପଦେଷ ପୁଣ।

ସବୁ ଠାରେ ଅତି ଶେଷେ ଇତି ଜାଣ ।।(୪)

କଳିରେ କାଳିଆ ପ୍ରେରଣା ଦେଇଣ ।

ସବୁଠାରେ ଅତି ଭକ୍ତିଭାବେ ଭକ୍ତ ପାଏ ଯେ ଦର୍ଶନ।।(୫)

@ ସୁସିଲ୍ ପାଣି,ପୁରୀ ।

ବିଶ୍ଵ ଭକ୍ତି ରୂପ

Rate the content


Originality
Flow
Language
Cover design

Comments

Post


Some text some message..